ଟ୍ରାକ୍ଟର ଧକ୍କା ରେ ଯୁବକ ମୃତ

0
339

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ଅଡବା ଥାନା ବାଲିପଦର ଗ୍ରାମରେ ମଙ୍ଗଳବାର ଅପରାହ୍ନ ରେ ଏକ ଟ୍ରାକ୍ଟର ନଂ (OD 07 Z 8368)ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି, ମୃତକ କଟାମା ଗ୍ରାମର ରମେଶ ମନ୍ତ୍ରୀ ଙ୍କ ପୁଅ ନ୍ୟାୟ ମନ୍ତ୍ରୀ(20), ଯୁବକ ଜଣକ ଚାଲି ଚାଲି ଯାଉଥିବା ବେଳେ ବାଲିପଦର ଗ୍ରାମ ନିକଟରେ ଟ୍ରାକ୍ଟର ଟି ଯୁବକ ଜଣକୁ ଧକ୍କା ଦେଇ ଓଲଟି ପଡିଥିଲା l ଘଟଣା ସ୍ଥଳ ରେ ନ୍ୟାୟ ଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟପଟେ ଟ୍ରାକ୍ଟର ଚାଳକ ଲକି ରଣସିଂ ଦୁର୍ଘଟଣା ରେ ଆହତ ହୋଇଛନ୍ତି l ଅଡବା ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଏବଂ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here