ବିଜେପି ପକ୍ଷରୁ “ସେବା ହିଁ ସଂଗଠନ କାର୍ଯ୍ୟକ୍ରମ ” ଅନୁଷ୍ଠିତ

0
259

ବ୍ରହ୍ମପୁର : କେନ୍ଦ୍ର ରେ ମୋଦୀ ସରକାର ଙ୍କ 7 ବର୍ଷ ପୂର୍ତ୍ତି ଅବସରରେ, ଯଶ୍ୱାସୀ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଆହ୍ୱାନ କ୍ରମେ ସେବା ହିଁ ସଙ୍ଘଠନ ଏହି ନାରା କୁ ସାର୍ଥକ କରିବାକୁ ଯାଇ, ପୂର୍ବତନ ଆସ୍କାରୋଡ଼ ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଶ୍ରୀ ମଧୂ ସୁଦନ ସାହୁ ଙ୍କ ନେତୃତ୍ୱ ରେ, 3no ୱାର୍ଡ ଜନସାଧାରଣ ଙ୍କୁ ମାସ୍କ ବଣ୍ଟନ କରାଯିବା ସହ କରୋନା ସଚେତନତା ବାର୍ତ୍ତା ଦିଆଗଲା, ଏଥିରେ କାଳିଆ ଜେନା, ରବି ପାତ୍ର, ଅର୍ଜୁନ ପଣ୍ଡା, ଶିବ ପାଣିଗ୍ରାହୀ, ରାଜା ପାଣିଗ୍ରାହୀ, ଅନିଲ ବେହେରା, ବାଲ୍ମୀକି ସାହୁ,ଇଲୁ ସାହୁ ଙ୍କ ସମେତ ବହୁ ଅଞ୍ଚଳ ଯୁବକ ଏଥିରେ ସାମିଲ ହୋଇଥିଲେ 🙏

LEAVE A REPLY

Please enter your comment!
Please enter your name here