ଓଡିଶା ମୋ ପରିବାରର ଜୀବନବିନ୍ଦୁ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
236

ବ୍ରହ୍ମପୁର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ,କରୋନା ମହାମାରୀ ସମୟରେ ରକ୍ତ ଅଭାବ କୁ ଦୂର କରିବା ପାଇଁ, ଆଜି ଅର୍ଥାତ 27-05-2021ତାରିଖ ରେ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ କୁମାର ପଣ୍ଡାଙ୍କ ନେତୃତରେ ଓଡିଶା ମୋ ପରିବାର ର ଜୀବନବିନ୍ଦୁ ତରଫରୁ ପ୍ରାପ୍ତି କଲ୍ୟାଣି ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟତଃ ସୁବାଷ ମହାରଣା ,ବିଜୟ ସାମଲ,ମୋଦନ ଦଳାଇ , ଅଜିତ ପାଣ୍ଡ ,ଜ୍ୟୋତି ସାହୁ , ସନ୍ତୋଷ ପାତ୍ର,ଆଦିତ୍ୟ ପଟନାୟକ, କେ ମଧୁସୂଦନ ରାଓ, ଅଶ୍ୱିନୀ ପଟନାୟକ,ଵିକ୍ରମ କୁମାର ଜେନା ଆଦି ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଛାକୃତ ଭାବେ 40 ୟୁନିଟ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ହୋଇଅଛି | ବିଧାୟକ ସମସ୍ତ ରକ୍ତଦାତା ଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here