ନୂତନ ଶୈଳୀରେ ପ୍ରସ୍ତୁତ ଆଇରନ ପେଡି, କମ ଖର୍ଚ୍ଚରେ ଅଧିକା ଉପାର୍ଜନ

0
399

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ପୋଷାକ ଆଇରନ କରି ପେଟ ପୋଷୁଥିବା ଜଣେ ବ୍ୟକ୍ତି ଆଜିର ଦିନରେ ଜାଳେଣିର ଘୋର ଅଭାବ ଯୋଗୁଁ କୋଇଲାକୁ ଅତ୍ୟଧିକ ଦାମରେ କିଣି ଦୋକାନ ଚଲେଇବା କଷ୍ଟକର ହୋଇ ପଡୁଥିଲା | ଫଳରେ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ୟୁଟୁବରେ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଆଇରନ ପେଡିକୁ ଦେଖି ସେଥିପ୍ରତି ଆକୃଷ୍ଟ ହୋଇ ଅନଲାଇନରେ ତାହା ମଗାଇଥିଲେ। ସେଥିରେ ଅଳ୍ପ ଖର୍ଚରେ ଅଧିକ ଉପାର୍ଜନ ତରିକା ଆପଣାଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ମହକୁମାର ତ୍ରିନାଥ ନାୟକ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here