ମୋହନା ରେ ଶ୍ରମିକ ଦୀଵସ ପାଲନ

0
250

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ମୋହନା ଆଞ୍ଝଳିକ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି ଏହି କାଯ୍ୟ କ୍ରମରେ ଶ୍ରମିକମାନେ ଯୋଗ ଦେଇ ମୋହନା ଅଞ୍ଝଳରେ ରହି ଥିବା ମୌଳିକ ସମସ୍ୟା କୁ ନେଇ ଗୁରୁତ୍ୱ ଦିଆଯାଇଛି ଜାହାକି ଶ୍ରମିକ ମାନଙ୍କ ଆଵଶ୍ୟକତା କାମ କରିବାକୁ ଜିଲ୍ଲା ପ୍ରଶାସନ 200 କିଲୋମିଟର ଜାତାୟତ ପଡ଼ୁ ଥିବାବେଳେ ମୋହନା ଠାରେ ସାପ୍ତାହିକ ଶ୍ରମିକ କାର୍ଯ୍ୟ ଳୟ କରିବା ପାଇଁ ସଭାରେ ଆଲୋଚନା କରାଯାଇଥିଲା ଏବଂ ମୋହନା ରେ ଲଗିରହିଥିଵା ଶମଷ୍ୟା କୁ ଗରୁତ୍ୱ ଦେଇ 10 ଗୋଟି ଦାଵିକୁ ନେଇ ସଭାରେ ଉପସ୍ଥାପନ କରାଯାଇଥିଲା ଏହି କାର୍ଯ୍ୟ କ୍ରମେ ରେ ମୁଁଖ୍ୟ ଅତିଥି ରୁପେ ଯୋଗ ଦେଇ ଆଇନଜୀବୀ ଶ୍ରୀ ଶିମାଞ୍ଝଳ କାର୍ଜି ଶ୍ରମିକଙ୍କ କଲ୍ୟାଣ ପାଠ ବିଷୟରେ ଚିନ୍ତା କରିବା ସହିତ ଶ୍ରମିକ କାର୍ଯ୍ୟାଳୟ ମୋହନା ଠାରେ ଖୋଲିବା ପାଇଁ ଦାଵିକୁ ସହମତି ପ୍ରକାଶ କରିଥିଲେ ଏବଂ ସମାଜର ପରିବର୍ତ୍ତନର ଆଗ ଧାଡ଼ି ର ପରିଵର୍ତକ ତଥା ସାମାଜିକ କର୍ମୀ ଦୈନିକ ସମାଜ ଖଵର ପ୍ରତି ନିଧି ମୁଁଖ୍ୟ ଵକ୍ତା ଭାଵେ ଯୋଗ ଦେଇ ଶ୍ରମିକ ସଂଗଠନ କିପରି ସୁଦୃଢ଼ ହେବ ଏଥିପାଇଁ ସମସ୍ତେ କିପରି ଶଵୁ ଶ୍ରମିକ ମାନଙ୍କ ମଧ୍ୟରେ ସଂଘର୍ଷ ର ଏକତା ହୋଇ ପାରିବା ଏଥିପାଇଁ ଶହଜୋଗ ସହାୟତା ପାଇଁ ଗୁରୁତ୍ୱ ଦେବା ପାଇଁ ମତ ଦେଇଥିଲେ ସଭାର ଆଭାହକ ତଥା ସମାଜ ସେଵି ଶ୍ରୀ ଭିକାରୀ ନାୟକ ଶ୍ରମିକ ମାନଙ୍କ ପାଇଁ ସରକାର ଙ୍କୁ ରହି ଥିବା ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଆଶୁ ଥିବା ସମସ୍ତ ସରକାରୀ ସହାୟତା, ସହଯୋଗ କରିବା ପାଇଁ ମନ୍ତବ୍ୟ ରଖି ଥିଲେ ଏବଂ ଅନ୍ୟାନ୍ୟ ଶ୍ରମିକ ମାନଙ୍କ ମଧ୍ୟରେ ସଭାପତି ଭଜହରି ସାହୁ ଉପ ସଭାପତି ଧନୁଜୟ ନାୟକ ସମ୍ପାଦକ ଦଶରଥ ମଲିକ କୋଷାଧ୍ୟକ୍ଷ ଵିକି ମାଝୀ ,କାଳିଆ ପାତ୍ର ଅନୀଳ ନାୟକ ସୁଦାମ ସାହୁ କାଳିଆ ସାହୁ ରାମକୃଷ୍ଟ ପଣ୍ଡା କେଦାର ପ୍ରଧାନ ଵ ଇଷିଧର ସ୍ୱ ଇ ଇତ୍ୟାଦି ଜୋଗୋ ଦେଇ ସଗଠନ ସଦସ୍ୟ ମାନ କୁ ଶହଯୋଗ କରିବା ପାଇଁ ମନ୍ତବ୍ୟ ଦେଇଥିଲେ ଶେଷର ଉପ ସଭାପତି ଧନୁଜୟ ନାୟକ ସମସ୍ଥକୁ ଧନ୍ୟବାଦ ଦେଇଥିଲେ l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here