ବେଗୁନିଆପଡା ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ କଡାକଡି

0
267

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା) କରୋନାର ଦ୍ଵିତୀୟ ଲହରୀକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାସ୍କ ଚେକିଂକୁ କଡାକଡି କରାଯାଇଛି । ଏହି କ୍ରମରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ବେଗୁନିଆପଡ଼ା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କରାଯାଇଛି । ଏପରିକି ବେଗୁନିଆପଡ଼ା ପୋଲିସ ପକ୍ଷରୁ ଅମାନିଆଙ୍କୁ ତଗିତ କରିବା ସହ ସେମାନଙ୍କଠାରୁ ତଣ୍ଡ ଆଦାୟ କରାଯାଉଛି । ପୋଲିସ ପକ୍ଷରୁ ବେଗୁନିଆପଡା ବଜାରରେ ଲୋକଙ୍କୁ ମଧ୍ୟ କରୋନାର ଭୟାବହତା ନେଇ ସଚେତନ କରାଯାଉଛି ।

LEAVE A REPLY

Please enter your comment!
Please enter your name here