ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗଜେନ୍ଦ୍ର ଗମାଙ୍ଗ ଙ୍କ ଅକାଳ ବିୟୋଗ

0
333

ପାରଳାଖେମୁଣ୍ଡି(ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର  ଅଧକ୍ଷ ଗଜେନ୍ଦ୍ର ଗୋମାଙ୍ଗଙ୍କ ଆଜି ବ୍ରହ୍ମପୁର ବଡ଼ ଡାକ୍ତର ଖାନାରେ ହୃଦରୋଗ ରେ ବିୟୋଗହୋଈ ଯାଇଛି l ତାଙ୍କର ବିୟୋଗରେ ସମଗ୍ର ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛିl ସେ ଜଣେ ଦାଇତ୍ବବାନ ସମାଜସେବୀ ଯୁବ ଆଦିବାସୀ ନେତା ହିସାବରେ ଲୋକପ୍ରିୟତା ଥିଲେ। ଶ୍ବର୍ଗୀୟ ଗମାଙ୍ଗ ଙ୍କ  ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗୁମ୍ମା ବ୍ଲକର ପୂର୍ବତନ ଉପା-ଧକ୍ଷ ବେର୍ନିକ ଗମାଙ୍ଗ,, ଜିଲ୍ଲା ଯୁବକଂଗ୍ରେସ ସଭାପତି ସୁର୍ଯ୍ୟ ନାରାୟଣ ପାତ୍ର,  ନଗର କଂଗ୍ରେସ୍ ସଭାପତି ବସନ୍ତ ପଣ୍ଡା  ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ସଂଜୟ ଅଧିକାରୀ,ଗୈରୁଡ ଚୈଧୁରୀ,କେ ରାମସ୍ବାମୀ, ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଜେ ଭାର୍ଗବ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ପ୍ରସ୍ତାବ ସହ-ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି

ରିପୋର୍ଟ : ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here