ବ୍ରହ୍ମପୁର ଷ୍ଟ୍ରାର କ୍ରିଏଟିଭ ତରଫରୁ ମା’ ବୁଢୀ ଠାକୁରାଣୀଙ୍କ ଭଜନର ଶୁଭାରମ୍ଭ

0
350

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ଷ୍ଟ୍ରାର କ୍ରିଏଟିଭ ତରଫରୁ ମା’ ବୁଢୀ ଠାକୁରାଣୀ ଙ୍କ ମାଉସୀ ମା ଘର କୁ ଭିତ୍ତି କରି ପ୍ରଥମ ଥର ପାଇଁ ଏକ ସୁନ୍ଦର ଭଜନ ଭିଡ଼ିଓ ଟିଏ ରିଲିଜ ହେଇଛି ଗୀତ ଏବଂ ରଚନା କରିଛନ୍ତି ତ୍ରିପତି ନାୟକ ଏବଂ ଗାଇଛନ୍ତି ଜଣାଶୁଣା ଗାଇକା ଶୈଳଭାମା ସଙ୍ଗୀତ ରେ ସଜେଇଛନ୍ତି ଅଶ୍ଵିନୀ ମହାପାତ୍ର ଏହି ଗୀତରେ ଅଭିନୟ କରିଛନ୍ତି ରଶ୍ମିତା ସାମଲ ଏବଂ ଶିଶୁ କଳାକାର ରେ ଶାଳିନୀ ସାହୁ ନିର୍ଦ୍ଧେଶକ ଭାବେ ଦାୟିତ୍ୱ ତୁଲେଇଛନ୍ତି ତ୍ରିନାଥ ନାୟକ ଏବଂ ସହ ନିର୍ଦ୍ଧେଶକ ଭାବେ ପ୍ରଶାନ୍ତ ପ୍ରତିନିଧି କ୍ୟାମେରା ଅଛିନ୍ତି ମହେଶ୍ୱର ପାଢ଼ୀ ଏବଂ ଅନିଲ ମାମା ଗୀତଟାକୁ ସୁନ୍ଦର ଭାବେ ସଜେଇଛନ୍ତି କୃଷ୍ଣ ନାୟକ ଏବଂ ପ୍ରୋଯୋଜକ କରିଛନ୍ତି ସିମାଞ୍ଚଳ ବିଶ୍ୱାଳ ଏବଂ ସହ ପ୍ରୋଯାଜକ ମୋନଜ କୁମାର ନାୟକ ସୋହଯୋଗ କରିଛନ୍ତି ସୁଦୀପ୍ ସାହୁ,ପ୍ରଭାତ ପ୍ରତିନିଧି, ଶିବାଜୀ ପାଢ଼ୀ, ମାନିନୀ ସାହୁ ଗୀତ ଟି ବହୁତ ଭଲ ହେଇଛି ବୋଲି ସବୁ ମୋହଲ ରୁ ଚର୍ଚ୍ଚା ହେଉଛି

LEAVE A REPLY

Please enter your comment!
Please enter your name here