ଭଞ୍ଜନଗର ସହରରେ ନାଇଟକର୍ଫ୍ୟୁ ; ଯାଞ୍ଚ କଡାକଡି

0
556

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) କୋରନା ମହାମାରୀ ର ଦ୍ୱିତୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଶନିବାର ଠାରୁ ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ଜାରୀ କରିଛନ୍ତି। ଗଂଜାମ ଜିଲ୍ଲାରେ ମଧ୍ୟ ଏହା ଲାଗୁ କରାଯାଇଛି। ଭଞ୍ଜନଗର ସହରରେ ନାଇଟ କର୍ଫ୍ୟୁର ପ୍ରଥମ ଦିନରେ ପୋଲିସ ପକ୍ଷରୁ ସହରକୁ ସମ୍ପୂର୍ଣ୍ଣ ନାକା ବନ୍ଧୀ କରାଯିବା ସହ ସହରର ପ୍ରମୁଖ ପ୍ରବେଶ ପଥ ମାନଙ୍କରେ ଚେକିଂ କୁ କଡାକଡି କରାଯାଇଥିଲା। ନାଇଟ କର୍ଫ୍ୟୁ କାରଣରୁ ଭଞ୍ଜନଗର ସହର ରାତି ୯ଟା ପରେ ଜନଶୂନ୍ୟ ହୋଇ ପଡ଼ିଥିଲା।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here