ଭାରଦ୍ଵାଜ ପ୍ରତିଷ୍ଠାନର ବିଶ୍ଵ ଶାନ୍ତି

0
291

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା) ଭାରତୀୟ ନବବର୍ଷ ଅବସରରେ ବ୍ରହ୍ମପୁରସ୍ଥ, ଭାରଦ୍ଵାଜ ବହୁମୁଖୀ ପ୍ରତିଷ୍ଠାନ ବିଶ୍ୱର ଆରୋଗ୍ଯ, ଶାନ୍ତି ଓ ମଙ୍ଗଳ କାମନା କରି ମହାଯଜ୍ଞ ଅନୁଷ୍ଠିତ କରିଛନ୍ତି l ଦେଶରେ ପ୍ରତିବର୍ଷ ଜନପଦ ଧ୍ଵଂସକାରୀ ରୋଗ, ପ୍ରାକୃତିକ ବିପର୍ଯ୍ୟୟ, ଅଶାନ୍ତି ମାଡି ଆସୁଥିବାରୁ, ଋଷି ମାନଙ୍କ ଲିଖିତ ପରାମର୍ଶ ଅନୁସାରେ, ପଞ୍ଚପଲ୍ଲବ ବରୁଣ ପୂଜାସହ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଏଠାରେ ପରିଜନଙ୍କ ସହ ଯଜ୍ଞେଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଜନସାଧାରଣ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here