ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

0
262

ବୁଗୁଡା(ନ୍ୟୁଜଏକ୍ସଟ୍ରା) ” ଆମ ପୋଲିସ ସମିତି, ବୁଗୁଡା ଥାନା ” ପକ୍ଷରୁ ମାର୍ଚ୍ଚ ୨୪ ତାରିଖ ଦିନ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ମହତ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ସହ ବହୁ ସଂଖ୍ୟକ ରକ୍ତଦାନ କରିବା ପାଇଁ ବୁଗୁଡା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଜନସାଧାରଣବକୁ ନିବେଦନ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here