ଖବରଦାତାଙ୍କ ପିତୃ ବିୟୋଗରେ ଶୋକ ପ୍ରକାଶ

0
324

ବାଲିଗୁଡା(ନ୍ୟୁଜ ଏକ୍ସଟ୍ରା) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଖବର ଦାତା ଗଣପତି ବେହେରଦଳାଇ ଙ୍କ ପିତା ଆଦିକନ୍ଦ ବେହେରଦଳାଇ ଶନିବାର ରାତିରେ ତାଙ୍କର ନିଜ ବାସ ଭବନରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ବୟସ ହୋଇଥିଲା l ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ସେ ଜଣେ ଅବସର ପ୍ରାପ୍ତ ବନ କର୍ମଚାରୀ ସହ କର୍ତ୍ତବ୍ୟ ନିଷ୍ଠ ଧର୍ମ ପାରାୟଣ ପରୋପକାରୀ ବ୍ୟକ୍ତି ଥିଲେ l ସ୍ୱର୍ଗତ ଆଦିକନ୍ଦଙ୍କ ପାର୍ଥବ ଶରୀର କୁ ମୁଖାଗ୍ନୀ ଦେଇଥିଲେ ତାଙ୍କ ବଡପୁଅ ଗଣପତି l ମୃତ୍ୟୁ ଖବର ପ୍ରସାରିତ ହେବାପରେ ସମଗ୍ର କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ଲା

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here