ସର୍ଟସର୍କିଟରୁ ଅଗ୍ନିକାଣ୍ଡ

0
323

କବିସୂର୍ଯ୍ୟନଗର(ଜଗନ୍ନାଥ ସାହୁ ) ଗଞ୍ଜାମ କବିସୂର୍ଯ୍ୟନଗର ସହର ର NAC ପାର୍ଶ୍ୱରେ ଥିବା ଫେନସି ଷ୍ଟୋରରେ ଆଜି ସଖାଳୁ ସଟ ସର୍କିଟରୁ ଅଗ୍ନି କାଣ୍ଡ ଘଟିଛି | କବିସୂର୍ଯ୍ୟନଗର NAC ମାଳତୀ ଫେନସି ଦୋକାନ ମାଲିକ ମନୋଜ ସାହୁ ସଖାଳୁ ଦୋକାନ ଖୋଲୁଥିବା ବେଳେ ତାଙ୍କ ଦୋକାନ ହୁତୁହୁତୁ ହୋଇ ଜଳୁ ଥିବା ବେଳେ ନିକଟ ଦୋକାନୀ ନିଆଁ କୁ ଆୟତ କରିବା କୁ ଚେଷ୍ଟା କରୁଥିବା ବେଳେ ବଡ ଧାରଣର ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ କବିସୂର୍ଯ୍ୟନଗର ଅଗ୍ନିସମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିଲେ | ଦୋକାନ ଟିର ଆସବାବ ପତ୍ର ଓ ଦୋକାନ ର କିଛି ସାମ୍ରଗୀ ପୋଡି ଯାଇଛି, କବିସୂର୍ଯ୍ୟନଗର ସହର ର Nac ରାସ୍ତା ଏକ ଜନ ଗହଳିପୂର୍ଣ୍ଣ ସହର ଓ ମୁଖ୍ୟ ବଜାର ହୋଇଥିବା ବେଳେ ନିକଟ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତୀ ଯାଇଛି l

LEAVE A REPLY

Please enter your comment!
Please enter your name here