ପୋଖରୀରେ ବୁଡି ଯୁବକ ମୃତ

0
313

ଆସିକା (ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଗାଙ୍ଗପୁର ଥାନା କଳାସୁତା ଗ୍ରାମ ପୋଖରୀରେ ବୁଡି ବୃଦ୍ଧା ମୃତ।ମୃତକ ଜଣକ ହେଲେ ନରସିଂହ ଗୌଡ଼।ଆଜି ଅପରାହ୍ନ ସମୟରେ ନରସିଂହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଯୁବକ ମାନେ ପୋଖରୀରୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଆସିକା ମେଡିକାଲରେ ଭର୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here