ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ

0
411

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ଡାବୁଗାଁ ଅଞ୍ଚଳରେ ବ୍ୟାଙ୍କ ସେବା ପ୍ରଭାବିତ ହେଉଛି କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ।ବିଭିନ୍ନ ଘରୋଇ କରଣକୁ ବିରୋଧକରି ବ୍ୟାଙ୍କ କର୍ମଚାରୀମାନେ ଦେଇଥିବା ଧର୍ମଘଟ ଡାକରାର ପ୍ରଭାବ ନବରଙ୍ଗପୁର ଜିଲ୍ଲା ରେ ମଧ୍ୟ ପରିଲିକ୍ଷିତ ହୋଇଛି । କର୍ମଚାରୀ ମାନଙ୍କ ଧର୍ମଘଟ ଯୋଗୁଁ ବ୍ୟାଙ୍କରେ ଟଙ୍କା ଜମା , ଉଠାଣ , ଚେକ୍ କ୍ଲିଅରାନ୍ସ ଓ ରୁଣ ଆଦି ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣକୁ ପ୍ରତ୍ୟାହର କରିବା ପାଇଁ ବ୍ୟାଙ୍କର କର୍ମଚାରୀମାନେ ଦାବି କରିଛନ୍ତି । ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ୍ ( ୟୁଏଫ୍ ବିୟୁ ) ଅଧିନସ୍ଥ ।ଏହି ଧର୍ମଘଟରେ ନଅ ଗୋଟି ସଂଗଠନ ସାମିଲ ହୋଇଛନ୍ତି ।

ରିପୋଟ ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here