ଆଇଏଏସ୍ ସ୍ତରରେ ପୁଣି ଥରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।

0
741

ଭୁବନେଶ୍ୱର୧୭/୦୮(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ): ଆଇଏଏସ୍ ସ୍ତରରେ ପୁଣି ଥରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।

ଗଗନ ଧଳଙ୍କୁ ଓଡ଼ିଶା ଜଙ୍ଗଲ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ସୁରେଶ ମହାପାତ୍ରଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ଯୋଜନା ସଂଯୋଜନା ବିଭାଗର ଦାୟିତ୍ୱ ତୁଲାଇବେ।

ସୁଦର୍ଶନ ପାଲ ଠାକୁର ହେଲେ କେବିକେ ମୁଖ୍ୟ ପ୍ରଶାସକ।

ପ୍ରଦୀପ୍ତ ମହାପାତ୍ର ହେଲେ କୃଷି ଉତ୍ପାଦନ କମିଶନର। ଏହାସହ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦାୟିତ୍ଵରେ ରହିବେ ପ୍ରଦୀପ୍ତ ମହାପାତ୍ର।

ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ମନୋଜ ମିଶ୍ରଙ୍କୁ E ଏବଂ IT ବିଭାଗର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ରୁଦ୍ର ନାରାୟଣ ପଲେଇ ରାଜସ୍ଵ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here