ବିଶ୍ବ ର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ବାଲୁକା ଶିଳ୍ପୀ ସତ୍ୟନରାୟଣ ମହାରଣା

0
247

ପବିତ୍ର ମହା ଶିବରାତ୍ରି ଅବସରରେ ନିଆରା କଳାକୃତି |ନିଜ କଳାକୃତି ମାଧ୍ୟ୍ୟମରେ ବିଶ୍ୱର ସବୁଠୁ ଛୋଟ ଶିବ ମୂର୍ତ୍ତିକୁ ନିର୍ମାଣ କରିଛନ୍ତି ସତ୍ୟ|(ପୂର୍ବ ରୁ ଶିବ ଙ୍କ ମୂର୍ତ୍ତି କରି ୱାଲ୍ଡ ରେକଡ୍ ସେଟର୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ୨୦୧୭ ରେ ଛୋଟ ଶିବ ମୂର୍ତ୍ତି କରି ବିଶ୍ୱ ରେକଡ୍ କରିଥିଲେ ),ସେ ପୁଣି ଛୋଟ ଶିବ ମୂର୍ତ୍ତି କରି ନିଜ ରେକଡ୍ ଭାଙ୍ଗିଛନ୍ତି। ଏଥର କାଠରେ ୩ଟି, ଚକ୍ ରେ ୪ ଟି, ପଥର୧ ଶିବ ମୂର୍ତ୍ତି , ପଥର ରେ ୧ ଶିବଲିଙ୍ଗ ,କାଠ ୧ ଟି ଶିବଲିଙ୍ଗ, ଚକ୍ ରେ ୧ ଶିବ ଲିଙ୍ଗ ବିଶ୍ଵ ର ସବୁଠାରୁ ଛୋଟ ଶିବ ମୂର୍ତ୍ତି। ଓ ଶିବଲିଙ୍ଗ ଗଡ଼ିଲେ ଯାହାର ଉଚ୍ଚତା ଚକ୍ ମୂର୍ତ୍ତି ର ଉଚ୍ଚତା ,1.2cm .2.7cm, ୩cm,1 inche କାଠ ମୂର୍ତ୍ତି ର ଉଚ୍ଚତା 5mm,1.3cm,୪.୨cm
ପଥର ମୂର୍ତ୍ତି ର ଉଚ୍ଚତା1.4cm ପଥର ଶିବଲିଙ୍ଗ ଉଚ୍ଚତା 7mm
ଚକ୍ ଶିବଲିଙ୍ଗ ଉଚ୍ଚତା ୧.୮cm କାଠ ଶିବଲିଙ୍ଗ ର ଉଚ୍ଚତା ୩mm । ଶିବରାତ୍ରୀ ଅବସରରେ ଭଗବାନ ଶିବ ଶଙ୍କର ଏହି ମହାମାରୀ କୋରୋନା କବଳରୁ ବିଶ୍ଵକୁ ରକ୍ଷା କରନ୍ତୁ ଏବଂ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି ସତ୍ୟ |

LEAVE A REPLY

Please enter your comment!
Please enter your name here