ଅନାଥ ଚିହ୍ନଟ ପ୍ରକ୍ରିୟା

0
283

ଧରାକୋଟ (କାଳୁ ଚରଣ ମହାପାତ୍ର) ଅନାଥ ପିଲା ହେଉ ଅବା ଅସହାୟତା କାରଣରୁ ଦାଦନ ଯିବା ଏବଂ ବିବାହ ପ୍ରଲୋଭନ ଦେଖାଇ ବାହାହେବା ଭଳି ନିଃସହାୟଙ୍କୁ ଚିହ୍ନଟ ବ୍ୟବସ୍ଥା ସହ ସେମାନଙ୍କ ଥଇଥାନ ଉଦ୍ଧେଶ୍ୟରେ ଜିଲ୍ଲା ସମାଜ ମଙ୍ଗଳ କଯ୍ୟାଳୟ ପକ୍ଷରୁ ଧରାକୋଟ ବ୍ଲକ ଠାରେ 2020-2021ପାଇଁ ଅନାଥ ଶିଶୁ ସର୍ବେକ୍ଷଣ କାଯ୍ୟକ୍ରମ ଅନୁଷ୍ଠିତ ହେଇଛି।ଏହି ସର୍ବେକ୍ଷଣ କାଯ୍ୟକ୍ରମ ରେ ଧରାକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ 200 ରୁ ଉଦ୍ଧ ଅନାଥ ଶିଶୁମାନେ ଯୋଗଦେଇ ସେମାନଙ୍କର ଆବଶ୍ୟକତା ଅନୁଯାଇ ଆବେଦନ ପତ୍ର ଦାଖଲ କରିଥିଲେ। ଏହି କାଯ୍ୟକ୍ରମ ରେ ଯୋଗ ଦେଇଥିବା ଅଧିକାଂଶ ଅନାଥ ଥଇଥାନ ଓ ଉଚ୍ଚଶିକ୍ଷା ପାଇଁ ଆବେଦନ କରିଥିବା ଜଣା ଯାଇଛି।ବୈଠରେ ଜିଲ୍ଲା CWC ଏକ ତିନି ଜଣିଆ ଟିମ,CDPO ଧରାକୋଟ ,ସୁପରଭାଇଜର ଓ ଅନ୍ୟମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here