କୋଦଳା ନିକଟସ୍ଥ ଛଚିନା ରେ ଅଗ୍ନିକାଣ୍ଡ

0
300

କୋଦଳା(ଦେବାଶିଷ ମହାରଣା ) କୋଦଳା ନିକଟସ୍ଥ ଛଚିନା ରାସ୍ତା ପାର୍ଶ୍ଵ ରେ ଥିବା ଏକ ଖଳା ରେ ନିଆଁ ଲାଗି ଗାଈ ଗୋରୁ ଙ୍କ ଖାଦ୍ୟ ସମ୍ପୂର୍ଣ୍ଣ ଜଳି ଯାଇଛି |ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଅଭି ପ୍ରଧାନ ଙ୍କ ଖଳା ରେ ପିଲାମାନେ ଖେଳୁଥିବା ସମୟରେ କିଛି ବାଣ କୁ ନେଇ ଫୁଟାଉ ଥିଲେ |ଅସାବଧାନତା ବଶତଃ ବାଣ ଟି ପାଳ ଗଦାରେ ପଡି ଯିବାରୁ ନିଆଁ ଲାଗିଯାଇଥିଲା |ଖବର ପାଇ କୋଦଳା ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା |

LEAVE A REPLY

Please enter your comment!
Please enter your name here