ଆସିକା ସବ ଜେଲକୁ ଫେରିଲା କୁନି ଝିଅ

0
391

ଆସିକା(ଜଗନ୍ନାଥ ସାହୁ ) ଆସିକା ସବ ଜେଲ ରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବଡ଼ଗଡ଼ ଥାନା ଓଳୋମ୍ବା ଗାଁ ର କୁନି ନାୟକ ର ଦେଢ଼ ବର୍ଷ ଶିଶୁ କନ୍ୟା ର ଛାତିରେ ଯନ୍ତ୍ରଣା ହେବାରୁ ଆସିକା ଜେଲ ଅଧକ୍ଷ୍ୟକ ଦୁଲୀପ କୁମାର ଜେନା ଜେଲ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଯୋଗା ଯୋଗ କରି ଛାତି ରେ ଯନ୍ତ୍ରଣା ଭୋଗୁ ଥିବା ଦେଢ଼ ବର୍ଷ ର ଶିଶୁ କନ୍ୟା କୁ ଚିକିତ୍ସା ପାଇଁ ରାଷ୍ଟ୍ରୀୟ ଵାଲ ବିକାଶ କାର୍ଯ୍ୟକ୍ରମ ଜରିଆରେ ଗତ ଜାନୁଆରୀ ମାସ 29 ତାରିଖ ଦିନ ପ୍ରଶାସନ ସହାୟତାରେ ଵାଙ୍ଗାଲୋର ସ୍ଥିତ ନାରାୟଣ ହୂରଦାଳୟରେ ଭର୍ତି କରାଯାଥିଲା l ସେଠାରେ ଦେଢ଼ ବର୍ଷ ଶିଶୁ କନ୍ୟା ର ଅସ୍ତ୍ର ପ୍ରଚାର କରାଯାଇଥିଲା।ଆଉ ଅସ୍ତ୍ର ପଚାର ସଫଳ ପରେ ସୁସ୍ଥ ହୋଇ ଦେଢ଼ ବର୍ଷ ର ଶିଶୁ କନ୍ୟା ପୁଣି ଆସିକା ସବ ଜେଲକୁ ମା କୁନି ନାୟକ ସହ ଫେରି ଥିବା ବେଳେ ଜେଲ କତ୍ତୃପକ୍ଷ ଓ ସରକାର ଙ୍କ ଉଦ୍ୟମ ରେ ମୋ ଝିଅ ସୁସ୍ଥ ହୋଇ ପୁଣି ନୁଆଁ ଜୀବନ ଫେରି ପାଇଲା ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here