କୁଅଁ ରେ ପଡି ବୃଦ୍ଧଙ୍କ ମୃତ୍ୟୁ

0
331

ଆସିକା (ଜଗନ୍ନାଥ ସାହୁ)ଏକ ମୃତ ଦେହ 35 ଫୁଟ ଏକ କୁହରୁ ଆସିକା ଅଗ୍ନିକ ବାହିନୀ ଦ୍ୱାରା ଉଦ୍ଦାର କରାଯାଇଛି।ମୃତକ ଜଣକ 70 ବୟସ୍କ ନରସିହ ବେହେରା ଘର ଫୁଲସରପାଲ୍ଲୀ ସେ ପଥରା ଅନ୍ତରା ବେହେରାଙ୍କ ଘରକୁ ଆସିଥିଲେ ବିଭାହ ଭୋଜି ରେ ଯୋଗ ଦେବାପାଇଁ।ମୁଖ୍ୟ ଅଗ୍ନିକ ପ୍ରସାନ୍ତ କୁମାର ମହାପାତ୍ରଙ୍କ ଦ୍ୱାରା କୁହରୁ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here