କନିଆରୀବାଡ଼ି ଗ୍ରାମରେ ହନୁମାନ ଚାଳିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0
361

ବେଗୁନିଆପଡା(ଦେବାଶିଷ ମହାରଣା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ର କନିଆରୀବାଡ଼ି ଗ୍ରାମରେ 108 ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଗ୍ରାମର ତଥା ଜଗତ ର କଲ୍ୟାଣ ପାଇଁ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଆଖପାଖ ଅଞ୍ଚଳ ରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ |ନୀତି ନିୟମ ପ୍ରକାରେ ଉକ୍ତ ହନୁମାନ ଚାଳିଶା କାର୍ଯ୍ୟକ୍ରମ କୁ ଗ୍ରାମବାସୀ ଙ୍କ ସମେତ ଯୁବଗୋଷ୍ଠି ଖୁବ ନିଷ୍ଠାର ସହିତ ପାଳନ କରିଥିଲେ |

LEAVE A REPLY

Please enter your comment!
Please enter your name here