ଉମରକୋଟରେ ଭାରତ ବନ୍ଦର ପ୍ରଭାବ

0
259

ଉମରକୋଟ(କ୍ରିଷ୍ଣା ସାହୁ) ଉମରକୋଟ ଟ୍ରେଡ୍ ୟୁନିୟନ ଅଫ୍ ଇଣ୍ଡିଆ ଦ୍ଵାରା GST ର ସରଳି କାରଣ ପାଇଁ ଦିଆ ଯାଇଥିବା ଭାରତ ବନ୍ଦ୍ ଡାକରା ର ପ୍ରଭାବ ନବରଙ୍ଗପୁର ଜିଲ୍ଲା ର ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳ ଉମରକୋଟ, ଝରିଗାଁ ରେ ବି ଦେଖିବାକୁ ମିଳିଛି । ସହର ର ସମସ୍ତ ଛୋଟ ବଡ଼ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ୍ ରହିଥିବା ଦେଖିବାକୁ ମିଳିଛି । ବନ୍ଦ୍ ନେଇ ଉମରକୋଟ ବଣିକ ସଂଘ ପକ୍ଷରୁ ପୂର୍ବରୁ ସମସ୍ତ ବ୍ୟବସାୟୀ ଙ୍କୁ ସୂଚନା ଦିଅ ଯାଇଥିଲା ।

LEAVE A REPLY

Please enter your comment!
Please enter your name here