ଆସିକାରେ ବେଆଇନ ଇଟା ଭାଟି ଉପରେ ଚଢ଼ାଉ

0
431

ଆସିକା(ଜଗନ୍ନାଥ ସାହୁ) ଗଞ୍ଜାମ ଜିଲ୍ଲା ଆସିକାରେ ବିଭିନ୍ନ ସ୍ଥାନରେ ବେଆଇନ ଇଟା ଭାଟି ନିର୍ମାଣ କରି ଇଟା ପୋଡା ଯାଉଥିବା ବେଳେ ଆଜି ଆଇଏଏସ ଅଫିସର ଆଦ୍ୟତ ଗୋୟଲ ଙ୍କ ଉପସ୍ଥିତିରେ ଆସିକାର ନଳବଣ୍ଟା ଓ ଗହଙ୍ଗୁର ବିଭିନ୍ନ ଇଟା ଭାଟି ଉପରେ ଚଢ଼ାଉ କରି ବେଆଇନ ଇଟା ଚାଲାଣକୁ ନେଇ ଫାଇନ ଆଦାୟ କରାଯାଇଛି l ଇଟା ଭାଟିରେ ଚଢ଼ାଉ ବେଳେ ଇଟା ଲୋଡିଂ ଟ୍ରାକ୍ଟର ଠାରୁ ଚାଲାଣ କାଟି ସମୁଦାୟ ପଚାଶ ହଜାର ସାତ ଶହ ପଚାଶ ଟଙ୍କାର ଫାଇନ ଆଦାୟ କରାଯାଇଥିବାର ଆଇ ଏ ଏସ ଅଫିସର ଆଦିତ୍ୟ ଗୋୟଲଙ୍କ ପାଖରୁ ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here