ବୁଗୁଡା ବ୍ଲକରେ ୧୧ ଜଣ ତୃତୀୟ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ପଦୋନ୍ନତି

0
441

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକର ୧୧ ଜଣ ଚତୁର୍ଥ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତୃତୀୟ ବର୍ଗ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପଦବୀକୁ ପଦୋନ୍ନତି ହୋଇଥିବା ଜଣାପଡିଛି। ତୃତୀୟ ବର୍ଗକୁ ପଦୋନ୍ନତି ପାଇଥିବା ୧୧ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେମାନେ ନିଯୁକ୍ତି ପାଇଥିବା ବିଦ୍ୟାଳୟର ସ୍ଥାନ ହେଲା ୧- କାମରାଜୁ ସାହାଣୀ(ବାଦୁଆ), ୨- ଇ.ପଦ୍ମନାଭ ପାତ୍ର(ଆଦିପୁର), ୩- ତପସ୍ୱିନୀ ଦାଶ(ପାଙ୍ଗିଡ଼ି), ୪- ରାମଚନ୍ଦ୍ର ସାହୁ(ଗୋଳାବନ୍ଧ), ୫- ସଂଯୁକ୍ତା ଗୌଡ଼(ଅରଖପୁର), ୬- ଦ୍ବିତୀକୃଷ୍ଣ ବିଶ୍ବାଳ(ବାଲିପଦର), ୭- ପ୍ରଫୁଲ କୁମାର ଜେନା(ଏ.କରଡ଼ାବାଡ଼ି), ୮- ୟୁ. ମମତା କୁମାରୀ ପାତ୍ର(ବିରଞ୍ଚିପୁର), ୯- ରବୀନ୍ଦ୍ର ବେହେରା(କାନସୁକା), ୧୦- କୃଷ୍ଣଚନ୍ଦ୍ର ବେହେରା(କରଚୁଲି) ଓ ୧୧- ସୁଧୀର କୁମାର ପାତ୍ର(କୁଶପଲ୍ଲୀ)

LEAVE A REPLY

Please enter your comment!
Please enter your name here