କଂଗ୍ରେସ ଦଳର ୬ ଘଣ୍ଟିଆ ବନ୍ଦ ପାଳନ

0
326

ମୋହନା(ଅଂଶୁମାନ ପଣ୍ଡା)ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି, କୋଟିଆ, କୃଷି ଆଇନ ଏବଂ ଓଡିଶାରେ ଆଇନଶୁଙ୍ଖଳା ଆଦି ପ୍ରସଙ୍ଗ ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ତଫରୁ ଓଡିଶା ବନ୍ଦ ଡାକରା ଅବସରରେ ଚନ୍ଦ୍ରଗିରି ଠାରେ ମୋହନା ବ୍ଲକ କଂଗ୍ରେସ କମିଟିର ସଭ୍ୟ ତଥା ଚନ୍ଦ୍ରଗିରି ଜୋନର କଂଗ୍ରେସ କର୍ମୀ ମିଳିତ ଭାବେ ଚନ୍ଦ୍ରଗିରି ଠାରେ ବନ୍ଧ ପାଳନ କରିଥିଲେ, ବ୍ରହ୍ମପୁର ଠାରୁ ପାରଳାଖେମୁଣ୍ଡି ଯାଉ ଥିବା ମୁଖ୍ୟ ଅବରୋଧ କରିବା ସହ ଚନ୍ଦ୍ରଗିରିର ସମସ୍ତ ଦୋକାନ ବଜ଼ାର ବନ୍ଧ ସହ ଅଂଚଳ ବାସୀଙ୍କ ସମର୍ଥନ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here