ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

0
663

ଭୁବନେଶ୍ୱର,୧୪/୦୮(ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ)ରାଜ୍ୟର ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢ଼ୀଙ୍କୁ ନୂଆ ଦାୟିତ୍ୱ। ଓଡ଼ିଶାର ନୂଆ ନିର୍ବାଚନ କମିଶନର ରୂପେ ଶ୍ରୀ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଶ୍ରୀ ଆଦିତ୍ୟ ପାଢ଼ୀଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି।ଶ୍ରୀ ଆଦିତ୍ୟ ପାଢ଼ୀ ହେଉଛନ୍ତି ୧୯୮୩ ମସିହାର ଆଇଏଏସ୍ ଅଫିସର। ଆସନ୍ତା ଫେବ୍ରୁଆରିରେ ଶ୍ରୀ ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥାନ୍ତେ। ତେବେ ଏବେ ମୁଖ୍ୟ ଶାସନ ସଚିବ କିଏ ହେବ ସେ ନେଇ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here