ଏଲିମେଣ୍ଟାରୀ ଶିକ୍ଷକ ସଙ୍ଘର ନିର୍ବାଚନ

0
322

ବ୍ରହ୍ମପୁର() ଅଲ ଓଡିଶା ଉତ୍କଳ ପ୍ରାଥମିକ ଏଲିମେଣ୍ଟାରୀ ଶିକ୍ଷକ ସଂଘ ଗଞ୍ଜାମ ଜିଲ୍ଲା ଶାଖାର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସଙ୍ଘ ର ସଭାପତି ଭାବେ ସାରଥୀ ପାତ୍ର ଙ୍କୁ ମନୋନୀତ ହୋଇଥିବା ବେଳେ ସମ୍ପାଦକ ରୂପେ ପୂର୍ଣ୍ଣ ମହାରଣା ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିଭଳି ପୂର୍ବରୁ ଉକ୍ତ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କୁ ଅବସର ପ୍ରଦାନ କରାଯାଇଛି। ନୂତନ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ଵ୍ରହ୍ମପୁର ଠାରେ ଏକ ଶିକ୍ଷକ ଭବନ, ଶିକ୍ଷକଙ୍କ ନାର୍ଯ୍ୟ ଦାବି ପୂରଣ, ସରକାରୀ ନିୟମ ଅନୁଯାୟୀ ପଦନ୍ନତିରେ ସରକାରଙ୍କ ଅଣଦେଖାକୁ ନେଇ ଦାବି କରାଯିବ ବୋଲି ସଭାପତି ଓ ସମ୍ପାଦକ ମତ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here