ଭଞ୍ଜନଗର ପାର୍କ ଭିତରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରେ ଲାଗିଲା ନିଆଁ

0
369

ଭଞ୍ଜନଗର(ନିଲୁ ବିଷୋୟୀ) ଶନିବାର ସନ୍ଧ୍ୟା ୭ଟା ସମୟରେ ଭଞ୍ଜନଗର ଶିଶୁ ଉଦ୍ୟାନ ଭିତରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ପହଂଚି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ଅଗ୍ନିକାଣ୍ଡ ରେ କୌଣସି ପ୍ରକାର କ୍ଷୟକ୍ଷତି ଘଟିନାହିଁ।

LEAVE A REPLY

Please enter your comment!
Please enter your name here