ଗାଙ୍ଗପୁର ପୋଲିସର ସଡକ ସଚେତନତା କାର୍ଯ୍ୟକ୍ରମ

0
261

ଗଞ୍ଜାମ(ଜଗନ୍ନାଥ ସାହୁ)ଗାଙ୍ଗପୁର ଆମପୋଲିସ ସମିତି ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଡକ ସୁରକ୍ଷା ନିମନ୍ତେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ଉଦ୍ଦ୍ୟେଶରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ଥାନା ଅଧିକାରୀ ପରିଚାଳିତ କରିଥିଲେ।ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ କ୍ଷେତ୍ରୀୟବରପୁର କଲେଜ ଛାତ୍ରଛାତ୍ରୀ, କଲେଜ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି,ଅଧ୍ୟାପକ ବି ଗୋବିନ୍ଦ ରାୟ,କପିଳ ସାହୁ, ଆମପୁଲିସ ସମିତିର ସମସ୍ତ ମେମ୍ବର ଉପସ୍ଥିତ ରହି ସଡକ ସଚେତନତା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

LEAVE A REPLY

Please enter your comment!
Please enter your name here