କଂଗ୍ରେସର ସାଙ୍ଗଠନିକ ବୈଠକ ପ୍ରସ୍ତୁତି

0
300

ଧରାକୋଟ(କାଳୁ ଚରଣ ମହାପାତ୍ର) କଂଗ୍ରେସର ସାଙ୍ଗଠନିକ ବୈଠକ ପ୍ରସ୍ତୁତି ଆଜି 5.30 ସନ୍ଧ୍ୟା ରେ ହୋଇଯାଉଛି l ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକ ନିକଟ ରୁଷିକୂଲ୍ୟ ନଦୀ ପଠା ରେ ଥିବା ମହା ପ୍ରଭୁ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ରେ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇ ଥିଲା l ବିଧାୟକ ଙ୍କ ନିର୍ଦେଶ କ୍ରମେ ବ୍ଲକ ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ଚୌଧୁରୀ, ତୃଣ ମୂଳ ସ୍ଥର ରେ କିପରି କଂଗ୍ରେସ ମଜଭୁତ ହେବ ତାକୁ ଲଢୁଆ କର୍ମୀ କୁ ଆହ୍ୱାନ ଦେଇଛନ୍ତି l ଆଗକୁ କିପରି କଂଗ୍ରେସରେ ଲୋକେ ଯୋଗ ଦେବେ ଏବଂ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ର ସ୍ଥିତି ମଜଭୁତ ହବ ସେଥି ନିମନ୍ତେ ଆଲୋଚନା ହୋଇଥିଲା l ଗରିବ ଲୋକଙ୍କୁ ସରକାରଙ୍କ ସବୁ ସୁବିଧା କେଉଁ ଭଳି ପାଇବେ ସେଥିପାଇଁ ଦୃଢ଼ ପଦେକ୍ଷପ ନେବା ପାଇଁ ଶପଥ କରିଥିଲେ l

LEAVE A REPLY

Please enter your comment!
Please enter your name here