ମେଣ୍ଟ୍ରି ଠାରେ ଭବ୍ୟ ଶ୍ରୀ ରାମ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଆରମ୍ଭ

0
372

ଡାବୁଗାଁ(ଗଗନ ଗନ୍ତାୟତ)ମେଣ୍ଟ୍ରି ଠାରେ ଆଜି ଶ୍ରୀ ରାମ ମନ୍ଦିର ନିର୍ମାଣ ସକାଶେ ପ୍ରତ୍ୟେକ ପରିବାର ରୁ ନିଧି ସଂଗ୍ରହ ପାଇଁ ଅନୁକୂଳ କରାଯାଇଛି । ମେଣ୍ଟ୍ରି ଶିବ ମନ୍ଦିର ଠାରେ ପୂଜା ଅର୍ଚନା କରି ସଂକୀର୍ତ୍ତନ ସହିତ ବାବ୍ରୀମସଜିତ ଭାଙ୍ଗି ବାକୁ ଯାଇଥିବା ଶ୍ରୀ ହେମଧର ପୂଜାରୀ ଙ୍କଘର କୁ ଯାଇଥିଲେ, ସେ ସମସ୍ତଙ୍କୁ ବନ୍ଦାପନା କରି ପାଁଚଟି ନେଇ ସହିତ 150 ଟଙ୍କା ନିଜ ସ୍ୱ ଇଚ୍ଛା ଦାନ କରିଥିଲେ । ତାପରେ ସେହି ପାଖରେ ଥିବା ମୁସଲମାନ ସଂପ୍ରଦାୟ ର ଜାନ ଖାନ ନିଜେ ଡାକି 300 ଶହ ଟଙ୍କା ରାମ ମନ୍ଦିର ନିର୍ମାଣ ସକାଶେ ଦାନ କରିଛନ୍ତି ସମସ୍ତ ଙ୍କ ଘର ଘର ବୁଲି ସାହାଯ୍ୟ ମଗା ଯିବ ବୋଲି ଓ ସେହି ଟଙ୍କା କୁ ଅଯୁଧ୍ୟ୍ୟ ରେ ନିର୍ମିତ ହେଉଥିବା ଶ୍ରୀ ରାମ ମନ୍ଦିର କୁ ପଠାଯିବ ବୋଲି ସୂଚନା ଦେଇଛନ୍ତି । ଦଶ,ଶହେ ହଜାର ଟଙ୍କିଆ ରସିଦ ଆସିଥିବା କହିଥିଲେ ସେଥିରେ ଗୌରୀ ଶଙ୍କର ମାଝୀ ,ମହେଶ୍ୱର ବିଷୋୟୀ,ଥବିର ବିଷୋୟୀ,ପଣ୍ଡିତ ବିଷୋୟୀ,ପ୍ରଫୁଲ ମୁଦୁଲି ନିରଞ୍ଜନ ମାଝୀ,କାଶୀ ବିଶ୍ୱନାଥ ବିଷୋୟୀ,ଝିନ ବିଷୋୟୀ,ଯଚିନ୍ଦ୍ର ବିଷୋୟୀ ଜାନକୀ କାନ୍ତ ବିଷୋୟୀ,ଶିବ ବିଷୋୟୀ ଓ ଗ୍ରାମର ଅନେକ ଲୋକ ମାନେ ଉପସ୍ଥିତ ଥିଲେ । ସମସ୍ତ ଘରୁ କିଛି ନା କିଛି ଦାନ କରିବା ପାଇଁ ଶ୍ରୀ ମାଝୀ ଅନୁରୋଧ କରିଥିଲେ ।

LEAVE A REPLY

Please enter your comment!
Please enter your name here