ଗ୍ରାମ ରୋଜଗାର ସଂଜଯକ୍( ଜିଆରଏସ) ଙ୍କ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍

0
275

ଉମରକୋଟ(କ୍ରିଷ୍ଣା ସାହୁ)ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବ୍ଲକ୍ ଅଧୀନସ୍ଥ ସିଂସରି ଗ୍ରାମ ପଞ୍ଚାୟତ ଓ ଭଣ୍ଡାରି ଗୁଡା ପଞ୍ଚାୟତ ର ଜିଆରଏସ ହିମାଚଳ ବାଘ ଙ୍କ ବାସଭବନ ଉମରକୋଟ ଭଗବତୀ ନଗର ରେ ଆୟବର୍ହିଭୂତ ସମ୍ପତି ଠୁଳ ରେ ଆଜି ସକାଳ ପ୍ରାୟ ୫ ଘଣ୍ଟା ସମୟରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲେ । ବାସଭବନ ରୁ ନଗଦ ୧୭ଲକ୍ଷ ୮୩ ହଜାର ଟଙ୍କା ଏକ ସୁଏଫ୍ଟ୍ ଡିଯୟରେ କାର ତିନୋଟି ମଜବତ କରାଯାଇଥିଲା ବର୍ତ୍ତମାନ ତାଙ୍କ ବ୍ୟାଙ୍କ୍ ଏକାଉଣ୍ଟ୍ ଯାଞ୍ଚ୍ ପରେ ସମ୍ପତ୍ତି ଜଣାପଡ଼ିବ ବୋଲି DSP ମାଲକାନଗିରି ସୁଶାନ୍ତ କୁମାର ବିଶ୍ବାଳ କହିଛନ୍ତି ଏହି ଭିଶିଲାନ୍ସ ଟିମ୍ ଜୟପୁର, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ୨୪ ଜଣିଆ ଟିମ୍ଆସି ଚଢ଼ାଉ ବର୍ତ୍ତମାନ ମଧ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here