ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସର ଚଢ଼ାଉ ; ୭ ଗିରଫ

0
455

ଭଞ୍ଜନଗର/ଗାଙ୍ଗପୁର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ଖୁକୁଣ୍ଡିଆ ଗାଁ ନଦୀ ଶଯ୍ୟା ନିକଟରେ ଚାଲିଥିବା ଏକ ଜୁଆ ଆଡା ଉପରେ ଗାଙ୍ଗପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଧୀରେଶ କୁମାର ଦାସ ଙ୍କ ନେତୃତ୍ୱରେ ଉକ୍ତ ଜୁଆ ଆଡା ରେ ଚଢ଼ାଉ କରି 7 ଜୁଆଡି ଙ୍କୁ କରିଛି। ଏଥି ସହିତ ସେମାନେଙ୍କ ନିକଟରୁ ନଗଦ 30,460 ଟଙ୍କା ,4 ଟିମୋବାଇଲ ଫୋନ ଓ ତାସ ଜବତ କରାଯାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here