କାଳଷଣ ପୁଡୁଗେଶ୍ୱରମହାଦେବଙ୍କ ମନ୍ଦିରବେଢ଼ା ପରିସରରେ ଜଳ ସ୍ବଚ୍ଛତା ଦିବସ ଅନୁଷ୍ଠିତ

0
257

ଆସିକା(ଜଗନ୍ନାଥ ସାହୁ)ଆସିକା ବ୍ଲକ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପୁଡୁଗେଶ୍ୱରମହାଦେବଙ୍କ ମନ୍ଦିରବେଢ଼ା ପରିସରରେ ଅନୁଷ୍ଠିତ ହୋଇଯାଇଛି ଜଳ ସ୍ବଚ୍ଛତା ଦିବସ। ଉକ୍ତ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୋଷନ୍ଶତପଥି,କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଧନମାଳି ସିୟ ତଥା ସ୍ବଚ୍ଛତାଗ୍ରାହୀ କାଳୁଚରଣ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ଜଳର ଉପକାରିତା ଓ ସଦୁପଯୋଗ ସମ୍ପର୍କରେ ସମସ୍ତ ଲୋକମାନଙ୍କୁ ବୁଝାଇବା ସହ ବାଲି ବନ୍ଧର ପରିଷ୍କାର ଓ ପରିଚ୍ଛନ୍ନତା ବିଷୟରେ ଧ୍ୟାନ ଦେଇ ନଳକୂପ ଚାରିପାଖ ସଫା କରି ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଜନ ସାଧାରଣଙ୍କୁ ଅବଗତ କରିଥିଲେ।

LEAVE A REPLY

Please enter your comment!
Please enter your name here