୩୨ ତମ ଜାତୀୟସଡକ ସୁରକ୍ଷା ଅଭିଯାନ

0
359

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ଠାରେ ଆଜି କୋଷାଗୁମୁଡା ପୁଲିସ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । କୋଷାଗୁମୁଡା ଥାନା ଅଧିକାରୀ ନଟବର ନନ୍ଦ ଙ୍କ ନେତୃତ୍ୱ ରେ ଏକ ବିଶାଳ ରେଲି କୋଷାଗୁମୁଡା ଥାନା ଠାରୁ ବାହାରି ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ହେଲମେଟ , ମାସ୍କ ପରିଧାନ ସହ ୪ ଚକିଆ ଓ ବଡ଼ ଗାଡି ଚାଳକ ସିଟ ବେଲ୍ଟ ପରିଧାନ କରିବାକୁ ଲୋକଙ୍କୁ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here