୧୦୦ ଲିଟର ମଦ ଜବତ ସହିତ ୨ ଗିରଫ

0
349

ଆସିକା(ଜଗନ୍ନାଥ ସାହୁ)ଆସିକା ଅବକାରି ବିଭାଗ ପକ୍ଷରୁ ଚଢାଉ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆସିକା ପୋଲିସ।ଏନେଇ ସୂଚନା ପ୍ରଦାନ କରିଛନ୍ତି ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ। ଦୁଇଜଣ ଅଭିଯୁକ୍ତ ହେଲେ ଆସିକା ପୁଡୁଗେଶ୍ବର ପଲ୍ଲୀର ଶଙ୍କର ମହାନ୍ତି ଏବଂ କୃଷ୍ଣପ୍ରସାଦର ସୁରେନ୍ଦ୍ର ନାଥ ବିଶ୍ବାଳ।ପାଖାପାଖି ୧୦୦ ଲିଟର ମଦ ଜବତ ହୋଇଥିବା ନେଇ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here