ଇଫ୍କୋ ପକ୍ଷରୁ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ

0
375

ଆସ୍କା(ଜଗନ୍ନାଥ ସାହୁ) ଇଫ୍କୋ ପକ୍ଷରୁ ଆସିକା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏମ୍ ପି ସି ସି ସଭାପତି ସୂର୍ଯ୍ୟକାନ୍ତ ପରିଡା,ଇଫ୍କୋର ମୁଖ୍ୟ ନିର୍ଧେଶକ ସିମାଞ୍ଚଳ ପାଢୀ, କେ ସି ଜେନା,କେ କେ ମିଶ୍ର ,କେ ବିଜୟ ଚନ୍ଦ୍ର ଦାଶ,ସୂର୍ଯ୍ୟକାନ୍ତ ପରିଡା,ମନୋଜ ନାୟକ, ତାପସ ରଞ୍ଜନ ସାହୁ,ଅରବିନ୍ଦ ଲେଙ୍କା,ମନୋଜ କୁମାର ମହାନ୍ତି,ପ୍ରଫୁଲ କୁମାର ବିଶୋଇ ବରିଷ୍ଠ ବିଜେଡି ନେତା ଦିଲୀପ ପାଣିଗ୍ରାହୀ ଙ୍କ ସମେତ ଏମ୍ ପି ସି ସାର ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଗରୀବ ଶ୍ରେଣୀର ଲୋକ ମାନଙ୍କୁ କମ୍ବଳ ବାଣ୍ଟିବା ସହିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here