ବିଜେପି ର ଜିଲ୍ଲା କମିଟି ଘୋଷଣା

0
472

ନବରଙ୍ଗପୁର(ଗଗନ ଗନ୍ତାୟତ) ନବରଙ୍ଗପୁର ବିଜେପି ର ଜିଲ୍ଲା କମିଟି ଘୋଷଣା ।ନବରଙ୍ଗପୁର ଜିଲ୍ଳା ବିଜେପି ତରଫରୁ ଜିଲ୍ଲା କମିଟି ଘୋଷଣା କରାଯାଇଛି ସେଥିରେ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ 91 ଜଣ ସତନ୍ତ୍ର ନିମନ୍ତ୍ରିତ ସଦସ୍ୟ 27 ଜଣ ରଖାଯାଇଛି l ଜିଲ୍ଲା ସଭାପତି ଶ୍ରୀ ଜଗଦିଶ ଚନ୍ଦ୍ର ବିଷୋୟୀ, ଉପ ସଭାପତି ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ,ଶ୍ରୀ ସୁରେନ୍ଦ୍ର ବିଷୋୟୀ,ଶ୍ରୀ ଶିବନାଥ ବାନାର୍ଜୀ ଶ୍ରୀ ସନାତନ ତ୍ରିପାଠୀ ଶ୍ରୀ ମତୀ କିଶରୀ ପଟନାୟକ ଶ୍ରୀ ମତୀ ବାସନ୍ତି ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଗୌରୀ ଶଙ୍କର ମାଝୀ, ଶ୍ରୀ ଅଶୋକ ପାଢ଼ୀ, ଶ୍ରୀ ଅଚ୍ୟୁତ ବିଷୋୟୀ,ଜିଲ୍ଲା ସମ୍ପାଦକ ମନଜ ମହାଙ୍କୁଡୁ,ଅରୁଣ ପ୍ରସନ୍ନ ନାୟକ, ରାମ ନାୟକ ସିମାଞ୍ଚଳ ବିଷୋୟୀ, ଫିରଜ ଷଡ଼ଙ୍ଗୀ,ଶଙ୍କର ଷଡ଼ଙ୍ଗୀ ଶ୍ରୀ ମତୀ ସୁମିତ୍ରା ପାଗୁମ,କୋଷା ଦକ୍ଷ୍ୟ ଶ୍ରୀ ଜ୍ୟାତି ରଞ୍ଜନ ଙ୍କସ, ଯୁବମୋର୍ଚା ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଭାନୁ ନାୟକ,ମହିଳା ମୋର୍ଚା ସଭାପତି ଶ୍ରୀ ମତୀ ଶର୍ମିଷ୍ଠା ଦେଓ,କୃଷକ ମୋର୍ଚା ଅରୁଣ ପୂଜାରୀ,ହରିଜନ ମୋର୍ଚା ଶ୍ରୀ ପରିମନ୍ଦ ମଣ୍ଡଳ, ଆଦିବାସୀ ମୋର୍ଚା ଶ୍ରୀ ଶ୍ୟାମ ସୁନ୍ଦର ନାଗା, ପଛୁଆ ବର୍ଗ ମୋର୍ଚା ଶ୍ରୀ ଦୈତାରି ମାଝୀ ଏହି ମାନଙ୍କୁ ଦାୟିତ୍ୱ ଘୋଷଣା କରି ଥିଲେ ଜିଲ୍ଲା ସଭାପତି ଶ୍ରୀ ବିଷୋୟୀ, ଆଗାମୀ ଦିନ ରେ ପଞ୍ଚାୟତ ନିର୍ବାଚନ କୁ ଦୁଷ୍ଟି ରେ ରଖି କାର୍ଯ୍ୟ କରିବା ଓ ସଂଗଠନ କୁ କି ଭଳି ଭାବେ ସୁଦୁଢ କରିବା ସେ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇ ଥିଲେ l ଜିଲ୍ଲା କମିଟି ର ସମସ୍ତ ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ ଜଗଦୀଶ ଚନ୍ଦ୍ର ବିଷୋୟୀ।

LEAVE A REPLY

Please enter your comment!
Please enter your name here