ବିଶିଷ୍ଠ ସ୍ବେଛାସେବୀ ପ୍ରଦୀପ ରାଜ ଙ୍କ ଦ୍ଵାଦଶାହ

0
317

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା)ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ତନରଡ଼ା ପଞ୍ଚାୟତ ର ତନରଡ଼ା ଗ୍ରାମର ପ୍ରଦୀପ ରାଜ ପ୍ରଧାନ (କବି)ଙ୍କ ଆସନ୍ତା ଶୁକ୍ରବାର ଦିନ ଦ୍ଵାଦଶାହ ନିଜସ୍ୱ ବାସଭବନରେ ଅନୁଷ୍ଠିତ ହେବ | ପୂର୍ବରୁ ପ୍ରଦୀପ ରାଜ ପ୍ରଧାନ ଙ୍କ 43 ବର୍ଷ ବୟସରେ ହୃଦୟ ଜନିତ ସମସ୍ୟା କାରଣରୁ ଦେହାନ୍ତ ହୋଇଥିଲା | ଜଣେ ବିଶିଷ୍ଠ ସମାଜସେବୀ ଭାବେ ଅଂଚଳରେ ବେଶ ପରିଚିତ ପ୍ରଦୀପ ରାଜ ପ୍ରଧାନ | ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଶୋକସଭା,ଦ୍ଵାଦଶାହ କର୍ମ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଅଞ୍ଚଳ ର ସମସ୍ତ ବୁଦ୍ଧିଜୀବୀ, ସ୍ବେଛାସେବୀ ଙ୍କୁ ନିମନ୍ତ୍ରଣ କରିଛନ୍ତି ପରିବାର ଲୋକେ |

LEAVE A REPLY

Please enter your comment!
Please enter your name here