ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଟଳିବା ପରେ ସ୍ଥିତି ଅନୁଧ୍ୟାନ ପାଇଁ ଗଜପତି ଜିଲ୍ଲା ଗସ୍ତରେ ବ୍ରହ୍ମପୁର ସାଂସଦ।

0
652

ପାରଳାଖେମୁଣ୍ଡି,୧୦/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଠାରେ ବଂଶଧାରା ନଦୀରେ ବର୍ଷା ପରବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସମ୍ପୃକ୍ତ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା କରିଛନ୍ତି।

ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀନୀ ସୁଶ୍ରୀ କଲ୍ୟାଣୀଦେବୀ ଗଜପତି, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, କାର୍ଯ୍ୟକାରୀ ସଭାପତି ମାରୁତି ପାଳ, ଆର ରାମପ୍ରସାଦ,ବସନ୍ତ ଦାଶ, ସୁଧାରାଣୀ, ପୁନ୍ତଳା ପ୍ରସାଦ, ମିନାକ୍ଷୀ ସାହୁ, ସୁରେଶ ମାଝୀ, ବାବୁଲା ବେହେରା, ଭି ଏସ ଏନ ରାଜୁ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here