ବଧୂହତ୍ୟା ଘଟଣା ସମ୍ପର୍କିତ ଅଡିଓ ଟେପକୁ ନେଇ କଂଗ୍ରେସର ଅଭିଯୋଗ

0
345

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲା କଂଗ୍ରେସ ପକ୍ଷରୁ ଉମରକୋଟ ଥାନା ଅନ୍ତର୍ଗତ ବଡକୁମାରୀ ୟୁଭି-୫୨ ଗାଁର ବଧୂହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କର ମା’ଙ୍କ ଅଡିଓ ଟେପକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ସହ ଏସପି ଅଡିଓ ଟେପ ଉପରେ ତଦନ୍ତ କରନ୍ତୁ ବୋଲି ଦାବୀ କରାଯାଇଛି। ଅଡିଓ ଯଦି ସତ୍ୟ ହୋଇଥାଏ ତେବେ ଅଭିଯୁକ୍ତଙ୍କୁ ଯେଉଁମାନେ ଉସୁକାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ରହିଛି ବୋଲି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପଠୀ ଓ ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here