ବେଆଇନ ଇଟାଭାଟି ମାମଲାରେ ୪ ଗିରଫ

0
344

ଆସିକା(ଜଗନ ପଣ୍ଡା) ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ବେଆଇନ ଇଟାଭାଟି ପୋଡା ଚାଲିଥିବା ବେଳେ ଦିନକୁ ଦିନ ବାୟୁ ପ୍ରଦୂଷଣର ହାର ବଢିଚାଲୁଛି।ଏସବୁ ରୋକିବା ପାଇଁ ଗଞ୍ଜାମ ଉପଜିଲ୍ଲାପାଳ ଓ ଗାଙ୍ଗପୁର ଥାନା ଅଧିକାରୀ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଲିଗୁଡା ଓ ଖାରୀଗୁଡା ଅଂଚଳରେ ଥିବା ବେଆଇନ ଲାଲ ଇଟାଭାଟି ଗୁଡିକୁ ଅନୁସନ୍ଧାନ କରି ସେଗୁଡିକୁ ନଷ୍ଟ କରାଯାଇଛି। l

LEAVE A REPLY

Please enter your comment!
Please enter your name here