ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

0
301

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଲା ହିଂଜିଳି ବ୍ଲକ ମା’ କରେଇଶୁଣୀ ଶକ୍ତିପୀଠ ପରିସରରେ ବେଳଗୁଣ୍ଠାସ୍ଥିତ ଘୁମୁସୁର ଟେକ୍ନିକାଲ (ଜିଟି ହାଇସ୍କୁଲ)ର ୨୦୦୨ ମସିହାରେ ଅଧ୍ୟୟନ କରିଥିବା ପୁରାତନ ଛାତ୍ରମାନଙ୍କ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି।ବହୁ ଦିନ ପରେ ଛାତ୍ର ମାନଙ୍କ ମିଳନ ହୋଇଥିବା ଯୋଗୁଁ ସମସ୍ତେ ଖୁସି ଜାହିର କରିବା ସହ ଭାବର ଆଦାନ ପ୍ରଦାନ ହୋଇଥିଲା, ଶିବ ପ୍ରସାଦ ମହାପାତ୍ର,ଭି.ସନ୍ତୋଷ କୁମାର ପାତ୍ର,ଦିଲ୍ଲୀପ ମହାରଣା,ସନ୍ତୋଷ କୁମାର ବେହେରା,ସଚିତ୍ର କୁମାର ପ୍ରଧାନ,ଡ଼.ଜ୍ଞାନ ରଞ୍ଜନ ମହାପାତ୍ର,ପ୍ରଦୀପ କୁମାର ସୁବୁଦ୍ଧି,ସୀମାଞ୍ଚଳ ଗୌଡ଼,ରାଜେନ୍ଦ୍ର ସେଠୀ, ପ୍ରିୟ ରଞ୍ଜନ ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ପୁରାତନ ଛାତ୍ରମାନେ ଉପସ୍ଥିତ ଥିଲେ ଏହା ଶହ କିଛି ସ୍ଥାନୀୟ ବୁଦ୍ଧିଯିବି ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here