ବଦାଙ୍ଗି ଠାରେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

0
682

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଲେରି ନିକଟସ୍ଥ ବଦାଙ୍ଗି ନୂଆଁପଲ୍ଲୀ ରେ ହାତୀଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଭାବେ ଥିବା ଖବର ମିଳିଛି । ୨୨ ଟିକିଆ ହାତୀପଲ ସେହି ଅଞ୍ଚଳରେ ଗତକିଛିଦିନ ଧରି ଉପଦ୍ରବ ଚଳାଇଆସୁଥିଲେ । ଆଜି ହାତୀ ପଲକୁ ଘଉଡାଉଥିବା ବେଳେ ହାତୀ ଆକ୍ରମଣରେ ନୂଆଁପଲ୍ଲୀ ର ଶୁକ୍ରୁ ନାଇକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ। ଗଣେଶ ଗୈଡ ନାମକ ଜଣେ ଯୁବକ ଗୁରୁତର ଭାବେ ଉଦ୍ଧାର ହୋଇଛି । ହାତୀ ପଲ ମଧ୍ୟରେ ଗୋଟିଏ ହାତୀ ଛୁଆ ଜନ୍ମ କରିଥିବାରୁ ହାତୀ ମାନେ ଗାଁ ନିକଟ କାଜୁଜଙ୍ଗଲ ଛାଡି ଯାଉନାହାନ୍ତି । ବନ ବିଭାଗ ପହଞ୍ଚି ହାତୀ ଙ୍କ ଉପରେ ନଜର ରଖିଛି ।

LEAVE A REPLY

Please enter your comment!
Please enter your name here