ବି ଦା ସ୍ମାଇଲ ଟିମ୍ ତରଫରୁ ଜରୁରୀ ସାମଗ୍ରୀ ବଣ୍ଟନ

0
374

ବ୍ରହ୍ମପୁର() ବି ଦା ସ୍ମାଇଲ ଟିମ୍ ତରଫରୁ ଆଜି ରେଳ ଷ୍ଟେସନ ,ଗୂଡ଼ ସେଡ଼ ରୋଡ଼ ,ଲାଞ୍ଜିପୁଲ୍ଲୀ, ଇନ୍ଦ୍ରା ନଗର ଲେପ୍ରୋସ୍ୟ କଲୋନୀ ରେ ଥିବା ସମସ୍ତ ଅନ୍ନିବାସୀଙ୍କୁ ତଥା ଗରୀବ ଓ ଅର୍ଥନୈତିକ ଅନଗ୍ରସର ଅଧିବାସୀ ମାନଙ୍କୁ ଶୀତ ବସ୍ତ୍ର ,ନୁଆଁ ପୁରଣା ଲୁଗାପଟା , ପୋଷାକ ଏବଂ ମାସ୍କ , ଶୁଖିଲା ଖାଦ୍ୟ ସହ ଛୋଟ ଛୋଟ ଶିଶୁ ମାନଙ୍କୁ ବିସ୍କୁଟ , ଚକଲେଟ୍ ପ୍ରଭୃତି ପଦାର୍ଥ ବଣ୍ଟନ କରାଯାଇଥିଲା । ବି ଦା ସ୍ମିଲ୍ ଟିମର ମୁଖ୍ୟ ସଂମ୍ମାନ ସୂଚକଙ୍କ ନେତୃତ୍ବରେ ,ସମାଜସେବୀ ରବୀନ୍ଦ୍ର କୁମାର ସାହୁ ଶ୍ରୀଧର ,ପାୟଲ ,ଲକ୍ଷ୍ମୀଚାନ୍ଦ ,ସୁଶୀଲ, ସାଗଣ୍ୟ, ବିମଳ, ଅଭିଳାଷ, ରାକେଶ ,ତପନ ,ଯୋଗାନିଧି ,ଅଂଶୁମାନ୍ ,ଦୀପା, ପାୟଲ, ସୁମନଜ୍ୟୋତି ,ସାଳିନୀ ,କାଜଲ ସମେତ ଟିମ୍ ର ବହୁ ସଦସ୍ୟ
ଉପସ୍ଥିତିରେ ଉକ୍ତ ପଦାର୍ଥ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here