ଭଞ୍ଜନଗର ବିଜେପି କାଯ୍ୟାଳୟ ରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳନ

0
328

ଭଞ୍ଜନଗର(ନିଲୁ ବିଷୋୟୀ ) ମହାନ ରାଷ୍ଟ୍ର ନାୟକ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ବିଜେପି କାଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ସନ୍ତୋଷ କୁମାର ପାଳ ସ୍ୱର୍ଗତ ବାଜପେୟୀଙ୍କ ଜୀବନୀ ଓ କାଯ୍ୟକଳ।ପ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବରିଷ୍ଠ ନେତା ବିନାୟକ ତ୍ରିପାଠୀ, ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ସନ୍ତୋଷ ତିଆଡି, ନଗର ମଣ୍ଡଳ ସଭାପତି କୃଷ ପ୍ରଧାନ ଓ କୁରେଶ ପ୍ରଶାଦ ଦାସ,ମାନସ ଜେନା,ଅଭିମନ୍ୟୁ ଭୂୟାଁ, ଲଷ୍ମୀପାତ୍ର, ଲାଷ୍ମୀପଣ୍ଡା ଙ୍କ ସମେତ କର୍ମକର୍ତ୍ତା ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here