ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଇଲେକ୍ଟ୍ରି ବସ୍

0
657

ଭୁବନେଶ୍ୱର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ରାଜଧାନୀ ଭୁବନେଶ୍ବର ବାସୀନ୍ଦାଙ୍କ ପାଇଁ ଆସିଛି ଖୁସି ଖବର। ଏବେ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ସ୍ମାର୍ଟ ସିଟିକୁ ମିଳିବାକୁ ଯାଉଛି ୫୦ଟି ଇଲେକ୍ଟ୍ରି ବସ୍ । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି କରାଯାଇଛି।
ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି। କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ।

LEAVE A REPLY

Please enter your comment!
Please enter your name here