ତାରାତାରିଣୀ ଶିଳ୍ପ ତାଲିମ କେନ୍ଦ୍ରରେ ଶ୍ରୀ ସୁବ୍ରତ ବାଗଚି

0
294

ବ୍ରହ୍ମପୁର()ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ତାରାତାରିଣୀ ଶିଳ୍ପ ତାଲିମ କେନ୍ଦ୍ରରେ ଗତ 11ତାରିଖ ଦିନ ଓ ଏସ ଡ଼ି ଏ ଚେୟାରମ୍ୟାନ ଶ୍ରୀ ସୁବ୍ରତ ବାଗଚି ପହଂଚି କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସହ ପାଠ୍ୟକ୍ରମ ଉପରେ ପଚାରି ବୁଝିଥିଲେ | ଛାତ୍ରଛାତ୍ରୀ ଙ୍କ ମତାମତ ନେଇ କେନ୍ଦ୍ରର ଅଧ୍ୟକ୍ଷ ଇଆର.ଲୋକେଶ ପଟ୍ଟନାୟକ ଙ୍କ ସହ ଆଲୋଚନା କରିଥିଲେ |ଶ୍ରୀ ବାଗଚି ଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଙ୍କ ସମେତ ଶ୍ରୀ ସୁବାଷ ଚନ୍ଦ୍ର ଲେହରୀ, ଆଇଟିଆଇ ର ତାଲିମଦାତା ବୃନ୍ଦାବନ ମହାରଣା, ଅଜିତ କୁମାର ରଥ, ସତ୍ୟନାରାୟଣ ବେହେରା, ଆର ଦିପାଶ୍ରୀ ରେଡି ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here