ଚାଷୀ ମୁଣ୍ଡରେ ଚଡକ ମାଟିରେ ମିଶିଲା ପାଚିଲା ଧାନ

0
275

ଧରାକୋଟ(କାଳୁ ଚରଣ ମହାପାତ୍ର)ପୁଣି ଚାଷୀ ମୁଣ୍ଡ ରେ ଚଡକ ଧାନ ଅମଳ କରି ଘରକୁ ଆଣି ବା ସମୟରେ ଛୋଟ ଛୋଟ ଲଘୁଚାପ ଜନିତ ବର୍ଷା ଓ ପବନ ସତେ ଯେମିତି କି କାଳ ସାଜିଛି l ଏକର ଏକର ଜମିରେ ଶୋଇ ରହି ଥିବା ଧାନ କୁ ଚାଷୀ କେଉଁ ଉପାୟରେ ଘରକୁ ଆଣିବେ ଚିନ୍ତାରେ ଥିବା ବେଳେ ଲଘୁଚାପ ଯନିତ ବର୍ଷା କlଳ l କେଉଁ କେଉଁ ଜାଗାରେ ପଡ଼ିଥିବା ଧାନ ଗଜl ହେଲାଣି ତ କେଉଁ ଜାଗା ଖତ ହେବାରେ ଲାଗିଛି l
ଏପରି ପରି ସ୍ଥିତିରେ ଚାଷୀ କରିବେ କଣ ? ଏଠି ପ୍ରଶ୍ନ ଉଠୁଛି ସରକାର ଚାଷୀ ମାନଙ୍କ ପରିସ୍ଥିତି ପରଖୀବା ପାଇଁ କୌଣସି ପଦକ୍ଷେପ ଯଦି ନିୟନ୍ତେ ଚାଷୀ ଉପକୃତ ହୁଅନ୍ତେ l ଧରାକୋଟ ବ୍ଲକ ରେ ପ୍ରାୟ ତହ ଜମି ର ଧାନ ଜମି ମାଟିରେ ସୋଇ ରହି ଥିବା ଧାନ ଗଜା ହେବl ବେଳେ ପକ୍ଷୀ ମାନଙ୍କ ଖାଦ୍ୟ ହେବାରେ ଲାଗିଛି l ପୁଣି ଧାନ କଟା ଆରମ୍ଭ ହେବା ସମୟରେ ପଣିପାଗ ସୂଚନା ଶୁଣି ଚାଷୀ ଚିନ୍ତାରେ l ବର୍ତମାନ ସମୟରେ ବର୍ଷ ସାରା ଖାଦ୍ୟ କେମିତି ଖାଇବେ ଦୁଃଖରେ ଭାଗ ଚାଷୀ l ଭାଗ ଚାଷୀ ନଷ୍ଟ ହୋଇ ଥିବା ଫସଲରୁ କେତେ ଦେବ କେତେ ଖାଇବ ଓ ପରିବାରଙ୍କୁ କେମିତି ଭୋକ ମେଣ୍ଟେଇବ ହିଡ଼ରେ ବସି ଚିନ୍ତାକରୁଛି ଚାଷୀ l

LEAVE A REPLY

Please enter your comment!
Please enter your name here